ଗାର୍ହମେଧ Gārhamedha

  • ସଂ. ବିଣ. (ଗୃହମେଧ+ଅ) — ଗୃହୀର କର୍ତ୍ତବ୍ୟ ବା ଅନୁଷ୍ଠେୟ; ଗୃହସ୍ଥୋଚିତ; ଗୃହସ୍ଥ ସମ୍ବନ୍ଧୀୟ — Domestic; becoming or behoving a house-holder; pertaining to a householder
  • ସଂ. ବି — ଗୃହସ୍ଥ କର୍ମ; ଗୃହସ୍ଥର କର୍ତ୍ତବ୍ୟ ବେଦାଧ୍ୟୟନ, ଅଗ୍ନିହୋତ୍ର, ପିତୃତର୍ପଣ, ଭୂତବଳି ଓ ଅତିଥି ପୂଜା ଏହି ପଞ୍ଚ ଯଜ୍ଞ; ପଞ୍ଚ ମହାଯଜ୍ଞ — The five duties enjoined for every house-holder
  • ସଂ. ବି — ପ୍ରତ୍ୟେକ ହିନ୍ଦୁଜୀବନର ଚାରି ଆଶ୍ରମ (ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ଭିକ୍ଷୁ) ମଧ୍ୟରୁ ବିବାହ ଓ ପରିବାର— ପାଳନ ନାମକ ଦ୍ୱିତୀୟ ଆଶ୍ରମ, ଗୃହସ୍ଥାଶ୍ରମ — The second or house-holder stage in the life of a Hindu, enjoined by the ṡāstras