ଗାର୍ଡ୍ ଅଫ୍ ହନର୍ Gāṟḍ̠ af hanar

  • ବୈଦେ. ବି. (ଇଂ) — କୌଣସି ବିଶିଷ୍ଟ ବ୍ଯକ୍ତି ବା ଉଚ୍ଚ ରାଜ କର୍ମଚାରୀ କୌଣସିସ୍ଥାନକୁ ପରିଦର୍ଶନ କରିବା ଉପଲକ୍ଷରେ ଗଲେ ତାଙ୍କୁ ସଲାମି ଦେବା— ପାଇଁ ଉକ୍ତ ସ୍ଥାନରେ ବ୍ୟୂହବଦ୍ଧ ହୋଇ ଦଣ୍ଡାୟମାନ ସଶସ୍ତ୍ରର ପ୍ରହରିଦଳ — Guard of honour