ଗାରେ ମାରିବା

  • ଦେ. କ୍ରି — ଅଳ୍ପ ବିଷୟ ଲେଖି ଦେବା।
  • ଦେ. କ୍ରି — ଲେଖାଦ୍ୱାରା ଶେଷ ହୁକୁମ ଦେବା ବା ଦସ୍ତଖତ୍ କରିବା।
  • ଦେ. କ୍ରି — ବିଲରେ ପ୍ରଥମ ଓଡ଼ ହଳ କରିବା।