ଗାରିମା Gārimā
- ଦେ. ବି. (ସଂ. ଗରିମା) — ଅହଙ୍କାର; ଗର୍ବ; ବଡ଼ାଇ; ଦିମାକ୍ — Pride; arrogance
- ଦେ. ବି. (ସଂ. ଗରିମା) — ରଜା ଝିଅ ଗାରିମା ହୃଦରେ ନ ଥୋଇ ଦାସୀ ପରି ତାଙ୍କ ସେବା ମୁଁ କରୁଥାଇଁ। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ଗର୍ବିତ — Proud; arrogant
- ଦେ. ବିଣ — ହରିଲେ ସକଳ ମନ ଜାରିଲେ ଗାରିମା ଜନ ଗୁପତେ କାହିଁ ଏ ଥିଲେ, ଗଞ୍ଜି ଅଇଲେ ଯେ। ପ୍ରାଚୀ, ରହସ୍ୟମଞ୍ଜରୀ।