ଗାରାଣ୍ଟି Gārāṇṭi
- ବୈଦେ. ବି. (ଇଂ. ଗ୍ୱାରାଣ୍ଟୀ) — ଭବିଷ୍ୟତ୍ ଘଟନା ସମ୍ବନ୍ଧରେ ନିଶ୍ଚିତ ଜବାବ; ନିର୍ଭର ଜବାବ; ଜବାବ ଅନୁସାରେ ଫଳ ନ ଘଟିଲେ କ୍ଷତିପୁରଣ କରିବା ପାଇଁ ଦୃଢ଼ଜବାବ — Guarantee or assurance for future
- ବୈଦେ. ବି. (ଇଂ. ଗ୍ୱାରାଣ୍ଟୀ) — ଯେଉଁ ପତ୍ରରେ ନିଶ୍ଚିତ ଯବାବ ଲେଖାଯାଏ — A writing of guarantee
- ବୈଦେ. ବି. (ଇଂ. ଗ୍ୱାରାଣ୍ଟୀ) — ପ୍ରତିଭୂ; ଜାମିନ୍ — Security; sucrefy