ଗାର କାଟିବା Gāra kāṭibā
- ଦେ. କ୍ରି — ଭୂମିଆଦିରେ ରେଖା ଅଙ୍କନ କରିବା — To draw a line
- ଦେ. କ୍ରି — କୌଣସି ଲିଖିତ ବିଷୟ ରେଖାଦ୍ୱାରା କିଳିବା — To strike off or score through something by drawing a line
- ଦେ. କ୍ରି — ଲେଖିବା — To write
- ଦେ. କ୍ରି — ବିଧତା କି କର୍ମେ କାଟିଥିଲା ଏ ଗାର—ଭିକାରୀ, ଗୀତଲହରୀ।
- ଦେ. କ୍ରି — କୌଣସି କାର୍ଯ୍ୟର ସୀମା ନିର୍ଦ୍ଦେଶ କରିବା — To lay down a boundary line or a line of action
- ଦେ. କ୍ରି — ଲିଖିତ ଆଦେଶ ଦେବା — To pass an order in writing