ଗାମ୍ଭୀର୍ୟ୍ୟ Gāmbhīrj̄ya
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ଗମ୍ଭୀରତା — Gravity; seriousness
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ପ୍ରଗାଢ଼ତା — Depth; profundity
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ମାହାତ୍ମ୍ୟ; ମହତ୍ୱ — Dignity
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ଧୈର୍ଯ୍ୟ; ଅଚାଞ୍ଚଲ୍ୟ; ହର୍ଷ, କ୍ରୋଧ ବା ଭୟ ଯୋଗୁ ଅଧୀର ନ ନ ହେବାରୁ ଭାବ — Patience
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ବିକାରହୀନତା — Sublimity; serenity
- ସଂ. ବି. (ଗମ୍ଭୀର+ଭାବାର୍ଥେ. ଯ) — ଗୂଢ଼ତା; ଜଟିଳତା — Mystery