ଗାନ୍ଧିକ Gāndhika

  • ସଂ. ବି (ଗନ୍ଧ+ପଣ୍ୟାର୍ଥେ ଇକ) — ଗନ୍ଧଦ୍ରବ୍ୟ ବ୍ଯବସାୟୀ; ଗନ୍ଧିବଣିଆ — A vendor in perfumery and drugs; druggist
  • ସଂ. ବି (ଗନ୍ଧ+ପଣ୍ୟାର୍ଥେ ଇକ) — ପାରୁଡ଼ାପୋକ; ଦୁର୍ଗନ୍ଧମୟ କୀଟବିଶେଷ — A kind of insect having strong fœtid smell; a flying bug
  • ସଂ. ବି (ଗନ୍ଧ+ପଣ୍ୟାର୍ଥେ ଇକ) — ଲେଖକ; ମୋହରିର୍ — A scribe; a clerk (Apte)
  • ସଂ. ବି (ଗନ୍ଧ+ପଣ୍ୟାର୍ଥେ ଇକ) — ସୁଗନ୍ଧି ଦ୍ରବ୍ୟ — Scents; perfumery (Apte)
  • ସଂ. ବିଣ — ଗନ୍ଧଦ୍ରବ୍ଯବାହୀ — Carrying scents