ଗାନ୍ଧାର Gāndhāra
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ପ୍ରାଚୀନ ଭାରତର ଦେଶବିଶେଷ; ଆଧୁନିକ ଆଫଗାନି— ସ୍ଥାନ ଦେଶସ୍ଥ କାନ୍ଦାହାର ପ୍ରଦେଶ — One of the provinces of ancient India. corresponding with the modern province of Kandahar in Afghanistan
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — [ଦ୍ର—ଗାନ୍ଧାର ଦେଶ ସିନ୍ଧୁ ନଦୀର ପଶ୍ଚିମରେ ଥିଲା। ଏହା ପେଶବାରଠାରୁ କାନ୍ଦାହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଏହାର ସୀମା ସମୟକ୍ରମେ ପରିବର୍ତ୍ତିତ ହୋଇଥିବା ପ୍ରମାଣ ମିଳେ। ଚୀନ ପର୍ଯ୍ୟଟକ ହୁଏନ୍ଶାଙ୍ଗ୍ ଭାରତକୁ ଆସିବା ସମୟରେ ଏହି ପ୍ରଦେଶ ସିନ୍ଧୁ ନଦୀଠାରୁ ଜଲାଲାବାଦ୍ ପର୍ଯ୍ୟନ୍ତ ଓ ସ୍ୱାତ୍ଠାରୁ କାଲାବାଗ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଋଗ୍ବେଦରେ ଏ ଦେଶରେ ଉତ୍କୃଷ୍ଟ ମେଣ୍ଢା ଥିବାର ଉଲ୍ଲେଖ ଅଛି। ଏହି ଦେଶର ରାଜକନ୍ୟା ଗାନ୍ଧାରୀ ଧୃତରାଷ୍ଟ୍ରଙ୍କର ମହିଷୀ ଥିଲେ। ହି. ଶବ୍ଦସାଗର]
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ଗାନ୍ଧାର ଦେଶବାସୀ ଜାତି — People of Gāndhāra country
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ସଙ୍ଗୀତର ସପ୍ତସ୍ୱର ସା ରେ ଗା ମା ପା ଧା ନି ମଧ୍ୟରୁ ତୃତୀୟ ସ୍ୱର (ଏହାର ସାଙ୍କେତିକ "ଗା") — The third primary tone of the Hindu musical gamut
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — [ଦ୍ର—ଏହି ସ୍ୱର ଛାଗଧ୍ୱନି ତୁଲ୍ୟ ଓ ଏହା ନାଭିସମୁଦ୍ଗତ ବାୟୁ, କଣ୍ଠ ଓ ଶୀର୍ଷର ଆଘାତ ଦ୍ୱାରା ଉତ୍ପନ୍ନ ହୁଏ—(ପ୍ରକୃତିବାଦ) ଏ ସ୍ୱରର 2 ଭେଦ, ଶୁଦ୍ଧ ଓ କୋମଳ।] — [ଦ୍ର—ଏହି ସ୍ୱର ଛାଗଧ୍ୱନି ତୁଲ୍ୟ ଓ ଏହା ନାଭିସମୁଦ୍ଗତ ବାୟୁ, କଣ୍ଠ ଓ ଶୀର୍ଷର ଆଘାତ ଦ୍ୱାରା ଉତ୍ପନ୍ନ ହୁଏ—(ପ୍ରକୃତିବାଦ) ଏ ସ୍ୱରର2ଭେଦ, ଶୁଦ୍ଧ ଓ କୋମଳ]
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ସିନ୍ଦୂର — Vermillion; red lead
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ଗୁଗ୍ଗୁଳ; ଗନ୍ଧରସ — Gum myrrh; bdellium
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ଗନ୍ଧକ — Sulpher
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ଗାନ୍ଧାର ଦେଶର ରାଜା ବା ରାଜକୁମାର — A king or prince of the Gāndhāra country
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ପ୍ରାତଃକାଳଠାରୁ 4 ଦଣ୍ଡ ପର୍ଯ୍ୟନ୍ତ ଗେୟ ସମ୍ପୂର୍ଣ୍ଣଜାତିର ରାଗବିଶେଷ (ହି. ଶବ୍ଦସାଗର) — ପ୍ରାତଃକାଳଠାରୁ4ଦଣ୍ଡ ପର୍ଯ୍ୟନ୍ତ ଗେୟ ସମ୍ପୂର୍ଣ୍ଣଜାତିର ରାଗବିଶେଷ (ହି. ଶବ୍ଦସାଗର)— . Name of a musical tune
- ସଂ. ବି. (ଗନ୍ଧ+ଋ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଅଥବା ଗାନ୍ଧାର +ନିବାସାର୍ଥ. ଅ) — ସଙ୍ଗୀତର ତିନି ସ୍ୱରଗ୍ରାମ ମଧ୍ୟରୁ ଏକତମ (ହି. ଶବ୍ଦସାଗର) — Name of a Hindu musical scale