ଗାନ୍ଧାରରାଜ Gāndhārarāja

  • ସଂ. ବି ( 6 ଷ୍ଠୀ ତତ୍) ଗାନ୍ଧାର ଦେଶର ରାଜା; ସୁବଳଙ୍କ ପୁତ୍ର ଓ ଦୁର୍ଯ୍ୟୋଧନଙ୍କ ମାମୁ; ଶକୁନି — Ṡakuni, the maternal uncle of Durj̄yodhana