ଗାନ୍ଧର୍ବ Gāndharba
- ସଂ. ବିଣ. (ଗନ୍ଧର୍ବ=ଦେବଗାୟକ ବିଶେଷ+ସମ୍ବନ୍ଧାର୍ଥେ ଅ) — ଗନ୍ଧର୍ବମାନଙ୍କ ସମ୍ବନ୍ଧୀୟ — Belonging to or pertaining to the Gandharbas, the celestial choristers
- ସଂ. ବିଣ. (ଗନ୍ଧର୍ବ=ଦେବଗାୟକ ବିଶେଷ+ସମ୍ବନ୍ଧାର୍ଥେ ଅ) — ଗନ୍ଧର୍ବଦେଶ ସମ୍ବନ୍ଧୀୟ — Relating to the Gandharba country
- ସଂ. ବି — ବରକନ୍ୟାଙ୍କର ଇଚ୍ଛାନୁସାରେ ବିବାହ (ହିନ୍ଦୁଶାସ୍ତ୍ର ଲିଖିତ 8 ପ୍ରକାର ବିବାହରୁ ଏକତମ) — ବରକନ୍ୟାଙ୍କର ଇଚ୍ଛାନୁସାରେ ବିବାହ (ହିନ୍ଦୁଶାସ୍ତ୍ର ଲିଖିତ8ପ୍ରକାର ବିବାହରୁ ଏକତମ)— . Marriage by mutual consent and love (one of the 8 forms of marriage mentioned in the Hindu Ṡāstras)
- ସଂ. ବି — ଘୋଟକ — Horse
- ସଂ. ବି — ସଙ୍ଗୀତଶାସ୍ତ୍ର; ଗାନବାଦ୍ୟ ଶାସ୍ତ୍ର — The art of music
- ସଂ. ବି — ବାସ୍ତରୀ କଳାରେ ଗାନ୍ଧର୍ବ ଯେ ଗାୟନାଦି ଚନ୍ଦ୍ରସ୍ୱରେ ଏମାନ ସାଧିଲେ ହୋଏ ସିଦ୍ଧି। ପ୍ରାଚୀ, ଶିବସ୍ୱରୋଦୟ।
- ସଂ. ବି — ଗନ୍ଧର୍ବ — A celestial chorister
- ସଂ. ବି — ସାମବେଦର ଉପବେଦ ବିଶେଷ (ଏଥିରେ ସଙ୍ଗୀତ-ବିଦ୍ୟା ଆଲୋଚିତ ହୋଇଅଛି) — A subordinate Beda of the Sāmabeda, treating of music
- ସଂ. ବି — ହିମାଳୟର ପ୍ରାନ୍ତସ୍ଥ ପୌରାଣିକ ଦେଶବିଶେଷ — Name of a mythological country at the end of the Himalayas
- ସଂ. ବି — [ଦ୍ର—ଏହାର ଅନ୍ଯ ନାମ ଗନ୍ଧର୍ବଦ୍ୱୀପ, ଏହା ଭାରତର ଗୋଟିଏ ଭାଗ ଥିଲା। ଏଠାର ଲୋକେ ଗାନବାଦ୍ୟରେ ବିଶେଷ ପାରଗ ଥିଲେ। ଏଠାରେ ବରକନ୍ୟାଙ୍କ ପରସ୍ପର ନିର୍ବାଚନରେ ବିବାହ କରାଯାଉଥିଲା। ଏଠାର ସ୍ତ୍ରୀମାନେ ରୂପବତୀ ଥିଲେ; ଏଠାର ଘୋଡ଼ାମାନେ ଉତ୍କୃଷ୍ଟ ଥିଲେ। ହି. ଶବ୍ଦସାଗର]