ଗାନ୍ଧର୍ବବେଦ Gāndharbabeda

  • ସଂ. ବି — ସଙ୍ଗୀତ ବିଷୟକ ଆଲୋଚନାପୂର୍ଣ୍ଣ ସାମବେଦର ଉପବେଦବିଶେଷ — A branch of the Sāma Beda treating of music
  • ସଂ. ବି — ସଙ୍ଗୀତ ଶାସ୍ତ୍ର — The art of music