ଗାନ୍ଧର୍ବକ Gāndharbaka

  • ସଂ. ବି. ପୁଂ. (ଗାନ୍ଧର୍ବ+କ) — ଗାୟକ — A singer
  • ସଂ. ବି. ପୁଂ. (ଗାନ୍ଧର୍ବ+କ) — ଗାନବାଦ୍ୟବିଦ୍ୟାରେ ପ୍ରବୀଣ ବ୍ଯକ୍ତି — An expert musician