ଗାନ୍ଦିନୀ Gāndinī
- ସଂ. ବି. (ଗୋ—ସ୍ୱର୍ଗ, ପୃଥିବୀ+ଦା ଧାତୁ=ଶୁଦ୍ଧ କରିବା+ଇନ୍ +ସ୍ତ୍ରୀ. ଈ) — ଭାଗୀରଥୀ; ଗଙ୍ଗାନଦୀ — The river Ganges
- ସଂ. ବି. (ଗୋ—ସ୍ୱର୍ଗ, ପୃଥିବୀ+ଦା ଧାତୁ=ଶୁଦ୍ଧ କରିବା+ଇନ୍ +ସ୍ତ୍ରୀ. ଈ) — ଗଙ୍ଗାଦେବୀ; ଭୀଷ୍ମମାତା — The mother of Bhīshma
- ସଂ. ବି. (ଗୋ—ସ୍ୱର୍ଗ, ପୃଥିବୀ+ଦା ଧାତୁ=ଶୁଦ୍ଧ କରିବା+ଇନ୍ +ସ୍ତ୍ରୀ. ଈ) — ଅକ୍ରୂର ଜନନୀ ଓ ଶଫଲ୍ମଙ୍କ ସ୍ତ୍ରୀ — The mother of Akrūra