ଗାନ୍ଦିକା Gāndikā

  • ପ୍ରାଦେ (ଜୟପୁର) ବି — ଅନର୍ଥ; ଆଖାଡ଼ୁଆ ବିଷୟ; ଗୋଳମାଳ — Confusion; dispute
  • ପ୍ରାଦେ (ଜୟପୁର) ବି — (ଯାଥା—ତାଙ୍କେ ଏଠାକୁ ଆସି ବଡ଼ ଗାନ୍ଦିକା ଲଗେଇଲେ।)