ଗାନ୍ଥିବା Gānthibā

  • ଦେ. କ୍ରି. (ସଂ. ଗ୍ରଥ ଧାତୁ; ଗ୍ରନ୍ଥନ) — କାନ୍ଥଆଦି କାମ ପାଇଁ କାଦୁଅ ବା ଚୂନଦ୍ୱାରା ଇଟା ପଥର ଆଦି ଜୋଡ଼ିବା; ଇଟା ପଥରଆଦି କାଦୁଅ ବା ଚୂନରେ ବସାଇବା — To set stones or bricks with mortar
  • ଦେ. କ୍ରି. (ସଂ. ଗ୍ରଥ ଧାତୁ; ଗ୍ରନ୍ଥନ) — ମାଳାଆଦି ଗୁନ୍ଥିବା — To string together (beads etc)