ଗାନ୍ଥଣୀ Gānthaṇī
- ଦେ. ବି.—(ସଂ. ଗ୍ରନ୍ଥନ) — କାଦୁଅ ବା ଚୂନଦ୍ୱାରା ଇଟା ବା ପଥରକୁ ଏକତ୍ର ବସାଇବା — Masonry; setting of bricks or stones with clay or lime
- ଦେ. ବି.—(ସଂ. ଗ୍ରନ୍ଥନ) — [ଦ୍ର—ଚୂନ ମସଲାଦ୍ୱାରା ଇଟା ପଥର ବସାଇବାକୁ ପକ୍କାଗାନ୍ଥଣୀ ଓ କାଦୁଅଦ୍ୱାରା ଇଟା ପଥର ଜୋଡ଼ିବା କାମକୁ କଚ୍ଚାଗାନ୍ଥଣୀ ବୋଲାଯାଏ।]
- ଦେ. ବି.—(ସଂ. ଗ୍ରନ୍ଥନ) — ଗୁନ୍ଥିବା କର୍ମ — Threading or stringing of beads etc