ଗାଧୁଆଗାଧି Gādhuāgādhi

  • ଦେ. ବି — ଗାଧୁଆ ପାଧୁଆ (ଦେଖ) — Gādhuā pādhuā (See)
  • ଦେ. ବି — ଦୁଇଜଣ ପରସ୍ପରକୁ ସ୍ନାନ ଓ ଗାତ୍ରମାର୍ଜନାରେ ସାହାଯ୍ୟ କରିବା — (two person) Helping each other during bath