ଗାଧୁଆ ପାଧୁଆ Gādhuāpādhuā

  • ଦେ. ବି (ସହଚର; ସଂ. ଗାତ୍ରଧାବନ ଓ ପାଦଧାବନ) — ସ୍ନାନାଦି କର୍ମ; ଗୋଡ଼, ହାତ ଓ ଶରୀର ଧୋଇବା କର୍ମ — Ablution; bath and wash