ଗାତ୍ରାନୁଲେପନ Gātrānulepana

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଗାତ୍ର+ଅନୁଲେପନ) — ଅଙ୍ଗରାଗ; ଦେହରେ ବୋଳା ହେବା ନିମନ୍ତେ ବଟା ହୋଇଥିବା ସୁଗନ୍ଧ ଦ୍ରବ୍ୟାଦି — Paste for anointing the body; scented ointment