ଗାତ୍ରମାର୍ଜନୀ Gātramārjanī

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଗାତ୍ର+ମାର୍ଜନ+ଈ) — ଗାମୁଛା — Napkin; cloth used for brushing the body
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଗାତ୍ର+ମାର୍ଜନ+ଈ) — ତଉଲିଆ — Towel