ଗାତ୍ରଦାହ Gātradāha

  • ସଂ. ବି. ( 6 ଷ୍ଠୀ ତତ୍; ଗାତ୍ର+ଦାହ) — ଦେହ ପୋଡ଼ିବା — Burning sensation in the skin
  • ସଂ. ବି. ( 6 ଷ୍ଠୀ ତତ୍; ଗାତ୍ର+ଦାହ) — (ଲକ୍ଷଣାର୍ଥ) ମନ ପୋଡ଼ିବା; ଈର୍ଷା ବା କ୍ରୋଧଜନିତ ମାନସିକ ଅଶାନ୍ତି — (figurative) Heart-burning