ଗାତପଶା Gātapaṡā

  • ଦେ. ବିଣ. ପୁଂ (ଗାଳି) — ଯେଉଁ ବ୍ଯକ୍ତି ଶୀଘ୍ର ମରି ଗାତରେ ପୋତାଯିବ — (abuse) (a person) who will shortly die and be buried in a pit
  • ଦେ. ବିଣ. ପୁଂ (ଗାଳି) — ଭୟାଳୁ; ଡରୁଆ — Coward; timid