ଗାଣ୍ଡେଇବା Gāṇḍeibā

  • ଦେ. କ୍ରି. — ଗାଣ୍ଡିଦ୍ୱାରା ବସିବା — To sit on the ground on the buttocks
  • ଦେ. କ୍ରି. — ଭୂମିରେ ବସିକରି ପିଚା ଭୂମିରେ ଘୋଷାରି ଘୋଷାରି ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ଘୁଞ୍ଚିବା — To move on the ground in a sitting posture
  • ଦେ. କ୍ରି. — କୌଣସି ବ୍ଯକ୍ତିର କଥାକୁ ଖାତର ନ କରି ତା ଆଡ଼କୁ ପଛ କରିବା — To treat one's words with disregard (by turning one's back to him.)
  • ଦେ. କ୍ରି. — ଆଦେଶକୁ ଏଡ଼ିଦେବା — To disobey an order