ଗାଣ୍ଡୁ Gāṇḍu
- ଦେ. ବି — ଲୁଣିମାଛଙ୍କ ନାହିରୁ ବାହାରିବା ଟାଣୁଆ ମାଂସ— ପିଣ୍ଡ — A hard bony ball found inside the navel of some sea-fishes
- ଦେ. ବି — (ଗାଳିରେ ବ୍ଯବହୃତ) ଅମନୁଷ୍ୟ — Worthless person
- ଦେ. ବି — (ସଂ. ଗୋଣ୍ଡ; ଗର୍ଭାଣ୍ଡ) ମନୁଷ୍ୟର ଆବୁପରି ବଢ଼ିଥିବା ନାଭି — Fleshy protuberance of the navel
- ଦେ. ବିଣ — ଯାହାର ବଡ଼ ଗାଣ୍ଡି ବା ପିଚା ଥାଏ — Having large buttocks
- ଦେ. ବିଣ — (ଗାଳି) ଅମନୁଷ୍ୟ; ଡରକୁଳା — (abuse) Unmanly; coward; timid
- ଦେ. ବିଣ — (ଗାଳିବିଶେଷ) ପର ବୁଦ୍ଧିରେ ଚାଳିତ; ନିର୍ବୁଦ୍ଧିଆ — (a term of reproach) one who is completely led by another person
- ଦେ. ବିଣ — ନିକମ୍ମା — Worthless (person)
- ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ ଏହି ଅର୍ଥରେ ହି. ଗାଣ୍ଡୁ) — ଅଣପୁରୁଷା — Impotent
- ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ ଏହି ଅର୍ଥରେ ହି. ଗାଣ୍ଡୁ) — ଗାଣ୍ଡିଆ (ଦେଖ) — Gāṇḍiā (See)