ଗାଣ୍ଡି Gāṇḍi

  • ସଂ. ବି. (ଗଣ୍ଡ୍ ଧାତୁ+ଇ) — ଗ୍ରନ୍ଥି; ଗଣ୍ଠି — Knot
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — ପିଚା; ଶରୀରର ପଛ ଭାଗ — Buttocks
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — କୌଣସି ପଦାର୍ଥର ପଛ ଭାଗ — The back side of a thing
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — କୌଣସି ପଦାର୍ଥର ତଳ ଭାଗ — The bottom of a thing
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — ଶେଷ ଭାଗ — The end
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — ଗିନା, କଂସା, ମାଠିଆ ଆଦି ପାତ୍ରର ତଳଭାଗ (ଯାହା ଭୂମିର ଲାଗେ; ମନୁଷ୍ୟ ଯେଉଁପରି ବସିଲା ବେଳେ ଭୂମିରେ ତାହାର ଗାଣ୍ଡି ଲାଗେ ପାତ୍ରର ସେହିପରି ଅଂଶ); ପେନ୍ଦି — The stable bottom of a pot
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — ଗୃହ୍ୟଦ୍ୱାର; ପାୟୁ; ଗୁଦ — Anus
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — (ଅଶ୍ଳୀଳ) ସ୍ତ୍ରୀ ଜନନେନ୍ଦ୍ରିୟ; ଯୋନି — Vagina
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — [ଦ୍ର—ଗୃହ୍ୟଦ୍ୱାରକୁ ସିଂହଭୂମରେ ପିଚା କହନ୍ତି ଏବଂ ସେଠାରେ ଗାଣ୍ଡିର ଏକମାତ୍ର ଅର୍ଥ ଯୋନି।
  • ଦେ. ବି. (ସଂ. ଗଣ୍ଡ=ଚିହ୍ନ; କିମ୍ବା ସଂ. ଗର୍ତ୍ତ=ପ୍ରା. ଗଡ୍ଡ) — [ଦ୍ର—ପିଚା ବା ଗୃହ୍ୟଦ୍ୱାର ଅର୍ଥରେ ଗାଣ୍ଡି ଶବ୍ଦର ବ୍ଯବହାର କ୍ରମଶଃ ଶିଷ୍ଟସମାଜରୁ ଲୁପ୍ତ ହୋଇ ତତ୍ପରବର୍ତ୍ତେ 'ପିଚା', 'ଗୁହ୍ୟଦ୍ୱାର' ଆଦି ଶବ୍ଦ ବ୍ଯବହୃତ ହେଉଅଛି।]