ଗାଣ୍ଡିମରା Gāṇḍimarā

  • ଗ୍ରା. ବି. (ଅଶ୍ଳୀଳ) — ଗୁଦାମୈଥୁନ; ଅସ୍ୱାଭାବିକ ପ୍ରକ୍ରିୟାରେ ବା ଗୁହ୍ୟଦ୍ୱାର ବାଟେ ଏକ ପୁରୁଷର ଅନ୍ଯ ପୁରୁଷ ସଙ୍ଗେ ସହବାସ — Sodomy
  • ଦେ. ବିଣ. — ଅସଦୁପାୟରେ ଅର୍ଜିତ — Earned by unfair means
  • ଦେ. ବିଣ. — (ଯଥା—ଗାଣ୍ଡିମରା କଉଡ଼ି ନିଆଁପୁଆଁରେ ଯାଏ।)