ଗାଣ୍ଡିମରାଇବା Gāṇḍi marāibā

  • ଗ୍ରା. କ୍ରି. (ଅଶ୍ଳୀଳ) — ଏକ ପୁରୁଷ ଅନ୍ୟପୁରୁଷଦ୍ୱାରା ଆପଣାର ଗୁହ୍ୟଦ୍ୱାର ବାଟେ ଅସ୍ୱାଭାବିକ ମୈଥୁନ କରାଇବା — To let oneself be subjected to unnatural cohabitation or sodomy
  • ଗ୍ରା. କ୍ରି. (ଅଶ୍ଳୀଳ) — (ସ୍ତ୍ରୀ) ପୁରୁଷ ଦ୍ୱାରା ମୈଥୁନ କରାଇବା — (a female) To let oneself be cohabited by a male
  • ଗ୍ରା. କ୍ରି. (ଅଶ୍ଳୀଳ) — (ଲକ୍ଷଣାର୍ଥ) ଠକାମିରେ ପଡ଼ିବା; ଓଲୁ ବନିବା — (figurative) To be cheated or duped
  • ଗ୍ରା. କ୍ରି. (ଅଶ୍ଳୀଳ) — ପଛେ ଅନୁତାପ କରିବା ଭଳି କାର୍ଯ୍ୟ କରିବା; ବେକୁବୀ କାମ କରିବା — To do a thing for which one has to repent afterwards