ଗାଣ୍ଡିବ Gāṇḍiba

  • ସଂ. ବି. (ଗାଣ୍ଡି=ଗଣ୍ଠି+ଅଛି ଅର୍ଥରେ ବ) — ଅର୍ଜୁନଙ୍କ ଧନୁ — Name of the bow wielded by Arjuna
  • ସଂ. ବି. (ଗାଣ୍ଡି=ଗଣ୍ଠି+ଅଛି ଅର୍ଥରେ ବ) — [ଦ୍ର—ଏହା ବ୍ରହ୍ମାଙ୍କ ନିର୍ମିତ; ପ୍ରଥମ ଏହା ଚନ୍ଦ୍ରଙ୍କ ନିକଟରେ ଥିଲା; ଚନ୍ଦ୍ରଙ୍କ ଠାରୁ ବରୁଣ ଓ ବରୁଣଙ୍କ ଠାରୁ ଅଗ୍ନିଙ୍କ ପ୍ରାର୍ଥନା ଅନୁସାରେ ଅର୍ଜୁନ ଏହ ପ୍ରାପ୍ତ ହୋଇଥିଲା।]
  • ସଂ. ବି. (ଗାଣ୍ଡି=ଗଣ୍ଠି+ଅଛି ଅର୍ଥରେ ବ) — ଧନୁ — 1. Arrow