ଗାଣ୍ଡିପାଡ଼ି ବସିବା Gāṇḍipāṟḍ̠i basibā

  • ଦେ. କ୍ରି — ଭୂମିରେ ପିଚା ଲଗାଇ ବସିବା — To sit with the buttocks on the ground
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବିଷୟରେ ଦୃଢ଼ତା ଧରି ରହିବା — (figurative) To sit tight over any matter