ଗାଣ୍ଡିକନା ମୁଣ୍ଡରେ ବାନ୍ଧିବା Gāṇḍikanā muṇḍare bāndhibā

  • ଦେ. କ୍ରି — (ଲକ୍ଷଣାର୍ଥ) ଅତିଶୟ ବିରକ୍ତ ହେବା; ଅତ୍ୟନ୍ତ ଚିଡ଼ି ଯିବା — To become very much enraged or irritated; to be besides oneself in anger