ଗାଣ୍ଡିକଚା Gāṇḍikachā
- ଦେ. ବି — କୌଣସି ବ୍ଯକ୍ତି ବା ବସ୍ତୁକୁ ଉପରକୁ ଉଠାଇ ପୁନର୍ବାର ତଳେ କଚିଦେବା ବା ଛେଚି ଦେବା — Dashing down (a person or thing) after lifting up
- ଦେ. ବି — କଚାଡ଼ି ହୋଇ ଭୂମିରେ ଗାଣ୍ଡି ମାଡ଼ି ବସିଲା ଭଳି ପଡ଼ିବା — Act of falling down with the buttocks on the ground