ଗାଣ୍ଡିଆ ବତା Gāṇḍiā batā

  • ଦେ. ବି. — ଚାଳଘରେ ଚାଳ ଛପର କରି ସାରି ମୂଳ ଗଡ଼ି ବା ତାଟିଗଡ଼ିର ନଡ଼ାକୁ ପବନରୁ ରକ୍ଷା କରିବା ପାଇଁ ସେହି ଗଡ଼ିର ମୂଳରେ ଚାଳ ଉପରେ ନଡ଼ାକୁ ଚିପି କରି ବାନ୍ଧିବାରେ ବ୍ଯବହୃତ ବତା — Split bamboo put over the lowest belt of straw in a thatched house to keep it pressed to the frame