ଗାଣ୍ଡି ମାରିବା Gāṇḍi māribā
- ଗ୍ରା. (ଅଶ୍ଳୀଳ) କ୍ରି — ଏକ ପୁରୁଷ ଅନ୍ଯ ଅନ୍ୟପୁରୁଷକୁ ଅସ୍ପାଭାବିକ ପ୍ରଣାଳୀରେ ଗୁହ୍ୟଦ୍ୱାର ବାଟେ ମୈଥୁନ କରିବା — To satiate lust by cohabiting a male through the anus; to be the active agent in sodomy
- ଗ୍ରା. (ଅଶ୍ଳୀଳ) କ୍ରି — ସ୍ତ୍ରୀ ସହବାସ କରିବା — To cohabit a woman
- ଗ୍ରା. (ଅଶ୍ଳୀଳ) କ୍ରି — (ଲକ୍ଷଣାର୍ଥ) ଅନ୍ୟକୁ ଠକାଇବା; ଚିତା କାଟିବା — (figurative) To cheat or deceive another
- ଗ୍ରା. (ଅଶ୍ଳୀଳ) କ୍ରି — ଛପର ଘର ଚାଳର ଶେଷ ବା ଓଳିପାଖେ ଛୁଆଣି ହୋଇଥିବା ନଡ଼ାର ଶେଷ ମୁଣ୍ଡ (ଗାଣ୍ଡି)କୁ ହାତ ବା ପଟା ବା ନଡ଼ାବିଡ଼ାଦ୍ୱାରା ବାଡ଼େଇ ଚାଳକୁ ସମତୁଲ କରିବା — To level up the protruding ends of the straw bulging beyond the eve of the thatch by beating it with the palm or a plate
- ପ୍ରାଦେ. (ବାଲେଶ୍ୱର) କ୍ରି — ଦୁଇଜଣ ବସିଥିବା ଅବସ୍ଥାରେ ତୃତୀୟ ବ୍ଯକ୍ତି ତାଙ୍କ ମଧ୍ୟରେ ବସି ପାରିବ ଏଥିପାଇଁ ସେ ଦୁହେଁ ବା ତହିଁମଧ୍ୟରୁ ଜଣେ ଘୁଞ୍ଚି ବସିବା — (two persons who are sitting together) To move in order to make room for a third person to sit between them
- ପ୍ରାଦେ. (ବାଲେଶ୍ୱର) କ୍ରି — ବସିଥିବା ଲୋକ ବସି ବସି ଘୁଞ୍ଚିବା — To move on while in a sitting posture