ଗାଣ୍ଡି ଧୋଇ ନ ଆସିବା Gāṇḍi dhoi na āsibā
- ଦେ. ବି — ଅତି ଶୈଶବ ଅବସ୍ଥା ଟପି ନ ଥିବା — Not having passed one's infancy
- ଦେ. ବି — [ଦ୍ର—ଶିଶୁମାନେ ମଳତ୍ୟାଗ ପରେ ନିଜେ ନିଜହାତରେ ଜଳଶୌଚ କ୍ରିୟା ସମ୍ପାଦନ କରି ପାରନ୍ତି ନାହିଁ। ଏଥି ଯୋଗୁଁ ଅତି ଶିଶୁମାନଙ୍କ ପ୍ରତି ଏ ବାକ୍ୟ ବ୍ଯବହୃତ ହୁଏ, ଯଥା—ତାକୁ ଗାଣ୍ଡି ଧୋଇ ଆସି ନାହିଁ ତା ବାପମାଆ ମରି ଗଲେ।]