ଗାଣ୍ଠି Gāṇṭhi

  • ଦେ. ବି. (ସଂ. ଗ୍ରନ୍ଥି; ପ୍ରା. ଗଁଠି) — ବହୁତ ଗୁଡ଼ିଏ ଜିନିଷ ବା ଲୁଗାପଟା ଏକତ୍ର ଦୃଢ଼ ଭାବରେ ବନ୍ଧା ଯାଇଥିବା ବୋକଚା ବା ଗଣ୍ଠିରା — A tightly packed bale or package (of cloth)
  • ଦେ. ବି. (ସଂ. ଗ୍ରନ୍ଥି; ପ୍ରା. ଗଁଠି) — ଦୃଢ଼ ଭାବରେ ଧରିବା; ପୀଡ଼ନ — Tight grasp