ଗାଣ୍ଠିବା Gāṇṭhibā
- ଦେ. କ୍ରି. (ସଂ. ଗ୍ରନ୍ଥନ; ପ୍ରା. ଗଣ୍ଠନ) — ଦୃଢ଼ ବା ଗାଢ଼ ଭାବରେ ଧରିବା; ଜାବୁଡ଼ିବା — To hold or grasp tightly
- ଦେ. କ୍ରି. (ସଂ. ଗ୍ରନ୍ଥନ; ପ୍ରା. ଗଣ୍ଠନ) — ଚାରିଆଡ଼ୁ ଚିପିବା — To press tightly from all sides
- ଦେ. କ୍ରି. (ସଂ. ଗ୍ରନ୍ଥନ; ପ୍ରା. ଗଣ୍ଠନ) — କାବୁ କରିବା; ଅବଶ କରିବା; ଜବତ କରିବା — To push one into a tight corner
- ଦେ. କ୍ରି. (ସଂ. ଗ୍ରନ୍ଥନ; ପ୍ରା. ଗଣ୍ଠନ) — (ଯଥା—ତାକୁ ରୋଗ ଗାଣ୍ଠିଛି।)