ଗାଙ୍ଗଟେୟ Gāṅgaṭeya
- ସଂ. ବି. (ଗାଙ୍ଗଟ+ସ୍ୱାର୍ଥେ. ଏୟ) — ଗାଙ୍ଗଟ (ଦେଖ) — Gāṅgaṭa (See)
- ସଂ. ବି. (ଗାଙ୍ଗଟ+ସ୍ୱାର୍ଥେ. ଏୟ) — ବଗପରି ଦୀର୍ଘ ଥଣ୍ଟବିଶିଷ୍ଟ ଲମ୍ବ ଛୋଟ ମାଛ; ଗଣିଆ— ତୋଡ଼ିମାଛ — A kind of fish with beak-like jaws (long and tender); Belone Caucila
- ସଂ. ବି. (ଗାଙ୍ଗଟ+ସ୍ୱାର୍ଥେ. ଏୟ) — [ଦ୍ର—ଏହାର ଦେହ ଗୋଲ ଏବଂ ଦେହରେ ଲମ୍ବବାଗରେ ନେଳିଆ ଓ ଧଳା ଡୋରାମାନ ଥାଏ। ଏହା ଦୀର୍ଘରେ ଅଠର ଆଙ୍ଗୁଳ ବଢ଼େ।]