ଗାଏଁ ଗାଏଁ Gāeñgāeñ

  • ଦେ. ଅ. — ଗ୍ରାମେ ଗ୍ରାମେ; ଏକ ଗ୍ରାମରୁ ଅନ୍ଯ ଗ୍ରାମକୁ — In every village; from village to village
  • ଦେ. ଅ. — ଅନେକ ଗ୍ରାମର ମଧ୍ୟ ଦେଇ — Through many villages
  • ଦେ. ଅ. — ଗ୍ରାମ ଦାଣ୍ଡଦେଇ — Through the village-road