ଗାଏ କରିବା Gāe karibā

  • ଦେ. କ୍ରି — କେତେଗୁଡ଼ିଏ ସଂଖ୍ୟାକୁ ମୋଟ କରିବା — To total up some items
  • ଦେ. କ୍ରି — ସବୁ ମିଶାଇ କର ଗାଏ। ଠୁଳେ ପାଇଚ କଚଡ଼ାଏ। ଭୂପତି, ପ୍ରେମପଞ୍ଚାମୃତ।