ଗାଉନ୍ତିଆ Gāuntiā

  • ପ୍ରାଦେ (ସମ୍ବଲପୁର) ବି — ଗଅଁତିଆ (ଦେଖ) — Gaañtiā (See)
  • ପ୍ରାଦେ (ସମ୍ବଲପୁର) ବି — ସମ୍ବଲପୁର ଅଞ୍ଚଳରେ ଶୂଦ୍ରଜାତିଙ୍କ ଉପାଧିବିଶେଷ — Family-title of certain Ṡūdras in Sambalpur