ଗାଈବଗୁଲା Gāībagulā
- ଦେ. ବି. (ସଂ. ଗୋ+ ବକ) — ଏକ ପ୍ରକାର ଧଳା ବଗ — Egret (bird; Bubulens Coromandus
- ଦେ. ବି. (ସଂ. ଗୋ+ ବକ) — [ଦ୍ର—ଏମାନଙ୍କ ଗୋଡ଼ ହଳଦିଆ; ଏମାନେ ଗୋରୁ ଗାଈଙ୍କ ପିଠିରେ ବା ନିକଟରେ ବସି ସେମାନଙ୍କ ଦେହରୁ ଟିଙ୍କ ଖୁମ୍ପି କରି ଖାଆନ୍ତି। ଗୋରୁ ଗାଈଙ୍କ ପଲ ସଙ୍ଗେ ଏମାନେ ବିଚରଣ କରିବାର ଦେଖାଯାଏ।]