ଗାଇକୁଆଡ଼୍ Gāikuāṟḍ̠

  • ଦେ. ବି. (ମରହଟ୍ଟୀ=ଗାଇକବାଡ଼୍) — ବରୋଦାର ମହାରାଜାଙ୍କ ଉପାଧି — The title of the Ruler of Baroda-state