ଗାଇଁଶ୍ଗୁଇଁଶ୍ ହେବା Gāiñṡguiñṡ hebā

  • ପ୍ରାଦେ (ଗଡ଼ଜାତ) କ୍ରି — କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା — To give vent to one's unwillingness to do any work