ଗାଇ ଗିଲ Gāi gila

  • ଦେ. ବି — ଗିଲଜାତୀୟ କଣ୍ଟାଯୁକ୍ତ ଏକପ୍ରକାର ଲଟାଳିଆ ଗୁଳ୍ମ — A kind of small gila-plant
  • ଦେ. ବି — [ଦ୍ର—ଗୋରୁମାନେ ଏହାର ଡାଳ ଓ ପତ୍ର ସଙ୍ଗେ ଏହାର ଫଳକୁ ଖାଇ ଗୋଟି ଗୋଟି ଫଳ ହଗନ୍ତି।]