ଗାଁ ମାକୁ ପାଏନ୍ ଧାର୍ କରିବା Gāñ māku pāen dhār karibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଗ୍ରାମରେ ମାରୀଭୟ ଆଦି ଉପସ୍ଥିତ ହେଲେ ଗ୍ରାମଦେବତାଙ୍କୁ ପାଣିଫୁଲଲାଗି ବା ମାଜଣା— କରିବା — To have the ceremony of bath and offering of flowers to the village Goddess on occasions of divine visitations