ଗହ୍ୱର Gahwara
- ସଂ. ବି (ଗୋ=ପୃଥିବୀ+ହ୍ୱୃ ଧାତୁ=କୁଟିଳ ହେବା+କର୍ମ ସଂଜ୍ଞାର୍ଥ. ଅ.) — ଦେବଖାତ — Natural tank
- ସଂ. ବି (ଗୋ=ପୃଥିବୀ+ହ୍ୱୃ ଧାତୁ=କୁଟିଳ ହେବା+କର୍ମ ସଂଜ୍ଞାର୍ଥ. ଅ.) — ଗର୍ତ୍ତ — Hole; cavity
- ସଂ. ବି (ଗୋ=ପୃଥିବୀ+ହ୍ୱୃ ଧାତୁ=କୁଟିଳ ହେବା+କର୍ମ ସଂଜ୍ଞାର୍ଥ. ଅ.) — ଗିରିଗୁହା; ଗୁମ୍ଫା — Cave; ravine; defile
- ସଂ. ବି (ଗୋ=ପୃଥିବୀ+ହ୍ୱୃ ଧାତୁ=କୁଟିଳ ହେବା+କର୍ମ ସଂଜ୍ଞାର୍ଥ. ଅ.) — ନିକୁଞ୍ଜ; ଲତାଗୃହ — Bower