ଗହିର ବିଲ Gahira bila

  • ଦେ. ବି. (ସଂ. ଗଭୀରି) — ମୌଜାର ନିମ୍ନ ସମତଳ ଅଞ୍ଚଳ; ଯେଉଁ ଅଞ୍ଚଳରେ ଜଳଜମିରେ ଧାନ ଫସଲର ସୁବିଧା ହୁଏ; ବୃହତ ଅଞ୍ଚଳର ମଧ୍ୟବର୍ତ୍ତୀ ନିମ୍ନଭୂମି; ନିମ୍ନ ସମତଳ ପ୍ରଦେଶ — A great expanse of low- land in a village