ଗହମଘାସ Gahamaghāsa

  • ପ୍ରାଦେ. (ଗଡ଼ଜାତ) ବି — ଘାସବିଶେଷ — A kind of grass
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହା ଏକ ହାତ ଉଚ୍ଚ, ଏଥିର ଗଣ୍ଡି ଫମ୍ପା ଓ ଏହାର ଫଳ ଗହମ ପରି।]