ଗହଣ ଲଗାଇବା Gahaṇa lagāibā
- ଦେ. କ୍ରି — ସଦଳବଳ ହେବା; ଯାତ୍ରା କରିବା ପାଇଁ ବହୁ ଲୋକଙ୍କ ସହିତ ଯିବା; ଶୋଭାଯାତ୍ରା କରିବା — To be accompanied by a retinue of attendants; to go in a procession
- ଦେ. କ୍ରି — ଯୁଦ୍ଧିଷ୍ଠିର ରାଜା ସେ ଯାଗ ଦୀକ୍ଷା ପାଇ ଗଲେ ଯାଗଶାଳାକୁ ଗହଣ ଲଗାଇ—କୃଷ୍ଣସିଂହ, ମହାଭରତ, ସଭା।